କିନ୍ତୁ Kintu

  • ସଂ. ଅ. (କିଂ+ତୁ) — ପ୍ରଥମ ଉକ୍ତିର ବୈପରୀତ୍ୟ ବୋଧକ ଶବ୍ଦ — But; nevertheless
  • ସଂ. ଅ. (କିଂ+ତୁ) — ପରନ୍ତୁ; ଅଧିକନ୍ତୁ; ପୁନଃ; ପୁନଶ୍ଚ — Moreover
  • ସଂ. ଅ. (କିଂ+ତୁ) — ଅପରନ୍ତୁ; ଅପର ପକ୍ଷରେ — On the other hand; nevertheless
  • ସଂ. ଅ. (କିଂ+ତୁ) — ଅଥଚ — Yet; and yet
  • ଦେ. ଅ. (ଅଶୁଦ୍ଧ ବ୍ଯବହାର) — ଓ; ଏବଂ — And; also
  • ଦେ. ବି — ସନ୍ଦେହ — Doubt; hesitation
  • ଦେ. ବି — ଆପତ୍ତି — Objection
  • ଦେ. ବି — ଗର୍ବ — Pride
  • ଦେ. ବି — ଅଭିମାନ — Misunderdtanding
  • ଦେ. ବି — ଖଙ୍ଖସ୍; ଆନ୍ତରିକ ବିରକ୍ତି ବା କ୍ରୋଧ — Mental displeasure
  • ଦେ. ବି — ଅହନ୍ତା; ଅକସ୍ — Grudge; spite; malice