କିତ Kita

  • ସଂ. ବି — ଋଷିବିଶେଷ (ପ୍ରକୃତିବାଦ) — A sage
  • ସଂ. ବି — ରୋଗାପନୟନ ସଂଶୟ ଜ୍ଞାନ (ପ୍ରକୃତିବାଦ) — Doubt as to the subsidence of an illness
  • ବୈଦେ. ବି — କିତା (ଗୋପୀନାଥ ନନ୍ଦ) (ଦେଖ) — Kitā (See)