କିତବ Kitaba
- ସଂ. ବିଣ. ପୁଂ. (କିମ୍+ତବ; ତୁମ୍ଭର ପଣ କଅଣ? ଏହା ଯେ କହେ) — ଧୂର୍ତ୍ତ; ଶଠ — Cheating; fraudulent; deceptive
- ସଂ. ବିଣ. ପୁଂ. (କିମ୍+ତବ; ତୁମ୍ଭର ପଣ କଅଣ? ଏହା ଯେ କହେ) — ଦ୍ୟୂତକ୍ରୀଡ଼ାସକ୍ତ — Addicted to gambling
- ସଂ. ବିଣ. ପୁଂ. (କିମ୍+ତବ; ତୁମ୍ଭର ପଣ କଅଣ? ଏହା ଯେ କହେ) — ବିଦଗ୍ଧ — Clever
- ସଂ. ବିଣ. ପୁଂ. (କିମ୍+ତବ; ତୁମ୍ଭର ପଣ କଅଣ? ଏହା ଯେ କହେ) — ମତ୍ତ; ବାତୁଳ — Mad
- ସଂ. ବି — ଜୁଆ ଖେଳାଳି; ଦ୍ୟୁତ କ୍ରୀଡ଼କ — Gambster; gambler
- ସଂ. ବି — ଶଠବ୍ଯକ୍ତି; ପ୍ରତାରକ — A cheat
- ସଂ. ବି — ଦୁଦୁରା; ଧାତୁରା; ଧୁତୁରା (ଗଛ ଓ ଫୁଲ) — Thorn—apple (plant and fruit)
- ସଂ. ବି — ଘୋଟିକି ତବମୂଳ ଘୋରି ଘୋର ଜାଙ୍ଗଳ ଜହର ତୁଲେ ତାହା ପିଇଲୁ ଗୋ। କବିସୂର୍ଯ୍ୟ—କିଶୋରୀଚମ୍ପୂ, ଘ ଗୀତ।
- ଦେ. ବି — ଛଳ; ବ୍ୟାଜ; ଛଳନା; ବାହାନା — Pretext
- ଦେ. ବି — ଭସ୍ମ ଦ୍ୱିରଦ—ରଦ—ଚୂର୍ଣ୍ଣ କିତବେ ନାଭି କୁରଙ୍ଗ ନାଭି ଛଳେ। ଭଞ୍ଜ, କୋଟୀବ୍ରହ୍ମାଣ୍ଡସୁନ୍ଦରୀ।
- ଦେ. ବି — ନିଥ୍ୟା — Falsehood
- ଦେ. ବି — କିତବ ନୋହେ ଦେଇ କେତକୀ ତବ କି ସ୍ତବ କିରିଛି ହରେ। ଭଞ୍ଜ, କୋଟୀବ୍ରହ୍ମାଣ୍ଡସୁନ୍ଦରୀ।