କିତା Kitā
- ବୈଦେ. ବି. (ଆ. ଅଲଗା) — ବିଭାଗ; ଖଣ୍ଡ — Piece; bit
- ବୈଦେ. ବି. (ଆ. ଅଲଗା) — କିଆରି; ଭୂମିଖଣ୍ଡ; କ୍ଷେତ୍ର — A filed; a bit of land; a plot of land
- ବୈଦେ. ବି. (ଆ. ଅଲଗା) — କାଗଜର ଏକଖଣ୍ଡ ବା ପୃଷ୍ଠା — A piece or leaf of paper
- ବୈଦେ. ବି. (ଆ. ଅଲଗା) — ସଂଖ୍ୟା — Number
- ବୈଦେ. ବି. (ଆ. ଅଲଗା) — କୁର୍ତ୍ତାଆଦି ସିଲାଇ କରିବା ପାଇଁ କଟା ହୋଇଥିବା ବସ୍ତ୍ର ଖଣ୍ଡ — Pieces of cloth cut for making into coats etc