କିତାଉଆରି Kitāuāri

  • ବୈଦେ. ବି. (ଆ. କିତାବାର୍) — ପୃଥକ୍ ପୃଥକ୍ ବା ଖଣ୍ଡ ଖଣ୍ଡ କରି ସଜ୍ଜିତ କରିବା — Arrangement by lots or assortment
  • ବୈଦେ. ବିଣ. — ଖଣ୍ଡ ଖଣ୍ଡ କରାଯିବା — Sorted; assorted
  • ବୈଦେ—କ୍ରି. ବିଣ — ଖଣ୍ଡ ଖଣ୍ଡ କରି — Bit by bit; by pieces; plot by plot