କିଣିହେବା Kiṇihebā
- ଦେ. କ୍ରି. (ସଂ. କ୍ରୀ ଧାତୁ) — କିଣିବା କ୍ରିୟାର କର୍ମବାଚ୍ୟ — Passive voice of the verb to purchase
- ଦେ. କ୍ରି. (ସଂ. କ୍ରୀ ଧାତୁ) — (ଲକ୍ଷଣାର୍ଥ) ଅନ୍ଯ ବ୍ୟକ୍ତି ନିକଟରେ ଆତ୍ମ— ସମର୍ପଣ କରିବା ବା ବିଚାର ବାଧିତ ରହିବା — To be under lifelong obligation to a person