କାହାଣ Kāhāṇa
- ଦେ. ବି. (ସଂ. କାର୍ଷାପଣ; ପ୍ରା. କାହାବଣ) — ସଂଖ୍ୟାରେ ଷୋଳପଣ; 320 ପୁଞ୍ଜା; 1280 ଗୋଟା — ସଂଖ୍ୟାରେ ଷୋଳପଣ;320ପୁଞ୍ଜା;280ଗୋଟା— . 280 in number
- ଦେ. ବି. (ସଂ. କାର୍ଷାପଣ; ପ୍ରା. କାହାବଣ) — 1280 କଡ଼ା କଉଡ଼ି — 180କଡ଼ା କଉଡ଼ି— . Shell-money, 180 in number
- ଦେ. ବି. (ସଂ. କାର୍ଷାପଣ; ପ୍ରା. କାହାବଣ) — ଭୂମି ମାପ କରିବା ପଦିକାରେ ଚାରି ପଦିକା — An aggregate of four by the land-meansuring road
- ଦେ. ବି. (ସଂ. କାର୍ଷାପଣ; ପ୍ରା. କାହାବଣ) — ଷୋଳ ଅଣା — Sixteen annas
- ଦେ. ବି. (ସଂ. କାର୍ଷାପଣ; ପ୍ରା. କାହାବଣ) — ସମୁଦାୟ — The whole of a thing
- ଦେ. ବି. (ସଂ. କାର୍ଷାପଣ; ପ୍ରା. କାହାବଣ) — [ଦ୍ର— 1 କାହାଣ= 16 ପଣ 1 ପଣ= 20 ଗଣ୍ଡା 1 ଗଣ୍ଡା= 4 କଡ଼ା] — [ଦ୍ର—1କାହାଣ=16ପଣ1ପଣ=20ଗଣ୍ଡା1ଗଣ୍ଡା=4କଡ଼ା]