କାହାଁ କାହାଁ Kāhāñ kāhāñ

  • ବୈଦେ. ଅ. (ଫା) — କେଉଁ କେଉଁ ସ୍ଥାନ — Which places
  • ବୈଦେ. ଅ. (ଫା) — କେଉଁ କେଉଁ ସ୍ଥାନରେ — At which places
  • ବୈଦେ. ଅ. (ଫା) — ଅନେକ ସ୍ଥାନରେ — At many places
  • ବୈଦେ. ଅ. (ଫା) — ବହୁଦୂର ଦେଶମାନଙ୍କରେ — In many distant countries