କାହାକାହା Kāhākāhā

  • ଦେ. ସର୍ବନାମ — କେଉଁ କେଉଁ ବ୍ଯକ୍ତି ବା ପ୍ରାଣୀଙ୍କର — Of which persons or animals; whose
  • ଦେ. ସର୍ବନାମ — କେତେକ ବ୍ଯକ୍ତି ବା ପ୍ରାଣୀଙ୍କର; କୌଣସି କୌଣସି ବ୍ଯକ୍ତି ବା ପ୍ରାଣୀଙ୍କର — Of some persons or animals