କାହାଁକା Kāhāñkā
- ବୈଦେ. ସର୍ବନାମ. (ଫା. କହାଁକା) — କେଉଁ ସ୍ଥାନର — Of what place; of which place
- ବିଣ. ର. ବିଣ — ଅତି; ଅତ୍ୟନ୍ତ; ଅସାଧାରଣ — Very; uncommonly
- ବିଣ. ର. ବିଣ — [ଦ୍ର—ଦୁଷ୍ଟ, ବଗୁଲିଆ ଓ ମିଛୁଆ ଆଦି ଶବ୍ଦ ପରେ 'କାହାଁକା' ଶବ୍ଦ ଯୁକ୍ତ ହେଲେ 'ଅତି', 'ଅତ୍ୟନ୍ତ', 'ଅସାଧାରଣ' ଅର୍ଥ ବୁଝାଏ; ଯଥା—ଦୁଷ୍ଟକାହାଁକା, ବଗୁଲିଆକାହାଁକା, ମିଛୁଆକାହାଁକା; ଅର୍ଥାତ୍ ଏପରି ଦୁଷ୍ଟ ବା ବଗୁଲିଆ ବା ମିଛୁଆ ବ୍ଯକ୍ତି ଏ ସ୍ଥାନର ନୁହେ, ଅନ୍ଯ କେଉଁ ସ୍ଥାନର ଅଟେ।]