କାହାଣୀ Kāhāṇī

  • ଦେ. ବି. (ସଂ. କଥାନିକା; ପ୍ରା. କହାଣୀ) — ବୃତ୍ତାନ୍ତ; ବିବରଣ — Description
  • ଦେ. ବି. (ସଂ. କଥାନିକା; ପ୍ରା. କହାଣୀ) — ଗପ; ଗଳ୍ପ — Story; tale
  • ଦେ. ବି. (ସଂ. କଥାନିକା; ପ୍ରା. କହାଣୀ) — କାଳ୍ପନିକ ନୀତିପୂର୍ଣ୍ଣ ଗଳ୍ପ — Fable
  • ଦେ. ବି. (ସଂ. କଥାନିକା; ପ୍ରା. କହାଣୀ) — କଥା; ଦେଶପ୍ରଚଳିତ ଶିଶୁଗଳ୍ପ — Folktale