କାହାରେ Kāhāre
- ଦେ. ସର୍ବନାମ. ( 2 ୟା ବିଭକ୍ତି) — କାହାରିକୁ; କାହାକୁ — Whom; to whom
- ଦେ. ସର୍ବନାମ. ( 2 ୟା ବିଭକ୍ତି) — ତୁମ୍ଭ ବିନା ଦୀନବନ୍ଧୁ! ଦୁଃଖୀ ଡାକିବ କାହାରେ— ମଧୁସୂଦନ, ସଙ୍ଗୀତମାଳା।
- ଦେ. ସର୍ବନାମ. ( 2 ୟା ବିଭକ୍ତି) — ( 2 ୟା ବିଭକ୍ତି) କାହା ଦ୍ୱାରା — (ୟା ବିଭକ୍ତି) କାହା ଦ୍ୱାରା—. By whom