କାହାଳିଆ Kāhāḻiā

  • ଦେ. ବି. ପୁଂ — ଯେ କାହାଳୀ ବଜାଏ — Trumpeter
  • ଦେ. ବି. ପୁଂ — ଦେବମନ୍ଦିରରେ ବା ରାଜାଙ୍କ ଗହଣରେ କାହାଳୀ ବଜାଇବା ଚାକର — An attendant on royalty or Deity whose duty is to sound the trumpet
  • ଦେ. ବି. ପୁଂ — ଧାନଗଛର ରୋଗବିଶେଷ; ପେଏଁକାଳିଆ ରୋଗ — A pest of paddy plants
  • ଦେ. ବି. ପୁଂ — [ଦ୍ର—ଥୋଡ଼ ହେଲା ବେଳେ ବିନାବର୍ଷାରେ ଘଡ଼ଘଡ଼ି ମାଇଲେ ଧାନଗଛର ଗର୍ଭସ୍ଥ କେଣ୍ଡା ମରି ଯାଇ ପରେ ଗଛର ଡାଙ୍ଗ ଫମ୍ଫା ନଳ ବା କାହାଳୀ ପରି ପଦାକୁ ବାହାରି ପଡ଼େ।]