କାଷ Kāsha

  • ପ୍ରାଦେ. (ସମ୍ବଲପୁର) ବି. (ସଂ. କର୍ଷଣ) — ହଳ ବୁଲାଇବାର ଥର; ଓଡ଼ — Time or turn of ploughing a field
  • ସଂ. ବି. (କଷ୍ ଧାତୁ=କର୍ଷଣ କରିବା+ କରଣ. ଅ) — କଷଟି ପଥର — Touchstone
  • ସଂ. ବି. (କଷ୍ ଧାତୁ=କର୍ଷଣ କରିବା+ କରଣ. ଅ) — ଋଷିବିଶେଷ — Name of a sage