କାଶ୍ୟପି Kāṡyapi
- ସଂ. ବି. (କଶ୍ୟପ+ଅପତ୍ୟାର୍ଥେ. ଇ) — (ମହାଦେବଙ୍କ ଔରସରେ କଶ୍ୟପଙ୍କ ସ୍ତ୍ରୀ ଅଦିତିଙ୍କ ଗର୍ଭରୁ ପ୍ରଥମେ ଅଣ୍ଡାକାରରେ ଜାତ) କଶ୍ୟପଋଷିଙ୍କ ପୁତ୍ର ଅରୁଣ — Aruna (God of dawn), son of sage Kaṡyapa
- ସଂ. ବି. (କଶ୍ୟପ+ଅପତ୍ୟାର୍ଥେ. ଇ) — ଗରୁଡ଼ — Garuṟḍ̠a, the mythological carrier of Bishṇu the king of birds. (with human body and wings)
- ସଂ. ବି. (କଶ୍ୟପ+ଅପତ୍ୟାର୍ଥେ. ଇ) — କାଶ୍ୟପୀ (ଦେଖ) — Kāṡyapī