କାଷ୍ଟା Kāshṭā

  • ଗ୍ରା. ବି. (ସଂ. କାଷ୍ଟା) — ପରାକାଷ୍ଠା — Acme; maximum
  • ଗ୍ରା. ବି. (ସଂ. କାଷ୍ଟା) — ନିଷ୍ଠାପରତା — Steadiness; perseverance
  • ଗ୍ରା. ବି. (ସଂ. କାଷ୍ଟା) — (ସଂ. କଷ୍ଟ) ଅତିରିକ୍ତ ନିୟମାନୁବର୍ତ୍ତିତା — Overstrictness; discipline
  • ଗ୍ରା. ବିଣ — ନିଷ୍ଠାଯୁକ୍ତ — Steady; persevering
  • ଗ୍ରା. ବିଣ — (ସଂ. କାଷ୍ଠ) ଜଳହୀନ; ନିର୍ଜଳ — Waterless
  • ଗ୍ରା. ବିଣ — କଷ୍ଟମୟ — 2. Full of hardship; hard