କାଷ୍ଠକୀଟ Kāshṭhakīṭa

  • ସଂ. ବି. ( 6 ଷ୍ଠୀ ତତ୍; କିମ୍ବା ମ. ପ. ଲୋ; କାଷ୍ଠ+କୀଟ) — ଘୁଣ; କାଠରେ ଲାଗିବା ପୋକ; କାଠକୁ ଆକ୍ରମଣ କରି ନଷ୍ଟ କରିବା ପୋକ — The weevil; an insect eating into or boring through wooden articles