କାଶ୍ୟପେୟ Kāṡyapeya

  • ସଂ. ବି. ପୁଂ (କଶ୍ୟପ+ଅପତ୍ୟାର୍ଥେ. ଏୟ) — କଶ୍ୟପ ମୁନିଙ୍କର ସ୍ତ୍ରୀ ଦିତି ଓ ଅଦିତିଙ୍କର ଗର୍ଭଜାତ ଦେବ ଓ ଦୈତ୍ୟଙ୍କ ମଧ୍ୟରୁ ଏକତମ — A son of the sage Kaṡyapa, born of one of his 2 wives, Diti and Aditi (the former giving birth to demons and the latter to Gods.)
  • ସଂ. ବି. ପୁଂ (କଶ୍ୟପ+ଅପତ୍ୟାର୍ଥେ. ଏୟ) — ସୂର୍ଯ୍ୟ — The sun
  • ସଂ. ବି. ପୁଂ (କଶ୍ୟପ+ଅପତ୍ୟାର୍ଥେ. ଏୟ) — ଗରୁଡ଼ — The mytholgical king of birds