କାଷ୍ଠା Kāshṭhā

  • ସଂ. ବି. (କାଷ୍ଠ+ ସ୍ତ୍ରୀ. ଆ) — ପ୍ରଦେଶ — Region
  • ସଂ. ବି. (କାଷ୍ଠ+ ସ୍ତ୍ରୀ. ଆ) — ଦିକ୍; ଦିଗ — Points of compass; direction
  • ସଂ. ବି. (କାଷ୍ଠ+ ସ୍ତ୍ରୀ. ଆ) — 18 ନିମେଷାତ୍ମକ କାଳ — 18ନିମେଷାତ୍ମକ କାଳ—. Period of time equal to 18 twinklings of the eye
  • ସଂ. ବି. (କାଷ୍ଠ+ ସ୍ତ୍ରୀ. ଆ) — ଗତି — Course
  • ସଂ. ବି. (କାଷ୍ଠ+ ସ୍ତ୍ରୀ. ଆ) — ସୀମା — Boundary; limit
  • ସଂ. ବି. (କାଷ୍ଠ+ ସ୍ତ୍ରୀ. ଆ) — ସ୍ଥିତି — Existence
  • ସଂ. ବି. (କାଷ୍ଠ+ ସ୍ତ୍ରୀ. ଆ) — ଉତ୍କର୍ଷ — Excellence; superiority
  • ସଂ. ବି. (କାଷ୍ଠ+ ସ୍ତ୍ରୀ. ଆ) — ଦାରୁହରିଦ୍ରା (ଦେଖ) — Dāruharidrā (See)
  • ସଂ. ବି. (କାଷ୍ଠ+ ସ୍ତ୍ରୀ. ଆ) — କାଶ୍ୟପ ଋଷିଙ୍କର ପତ୍ନୀବିଶେଷ — The name of one of the wives of the sage Kāṡyapa
  • ଦେ. ବି. (ସଂ. କଷ୍ଟ) — କଠୋର ନିୟମ ପାଳନ — Strict observance of rules
  • ଦେ. ବି. (ସଂ. କଷ୍ଟ) — ସାବିତ୍ରୀ ତାଙ୍କ କାଷ୍ଠା ଦେଖି ପ୍ରୀତି ବହି ଆନରେ ରହିଥିଲେ ଟିପେହେଁ ନ ଯାଇ—କୃଷ୍ଣସିଂହ, ମହାଭାରତ, ଶାନ୍ତି।
  • ଦେ. ବିଣ. (ସଂ. କଷ୍ଟ) — କଠୋର ସାଧନାଯୁକ୍ତ; ଅତି କଠୋର — Overstrict