କାଷ୍ଠମୟ Kāshṭhamaya
- ସଂ. ବିଣ. (କାଷ୍ଠ+ବିକାରାର୍ଥେ. ମୟ) — କାଠନିର୍ମିତ — Made of wood; wooden
- ସଂ. ବିଣ. (କାଷ୍ଠ+ବିକାରାର୍ଥେ. ମୟ) — (ଲକ୍ଷଣାର୍ଥ) କାଷ୍ଠତୁଲ୍ୟ କଠିନହୃଦୟ; ନିର୍ଦ୍ଦୟ — (figurative) Hard-hearted; cruel
- ସଂ. ବିଣ. (କାଷ୍ଠ+ବିକାରାର୍ଥେ. ମୟ) — ନୀରସ; ଶୁଷ୍କ — Sapless; dry