କାଷ୍ଠମଲ୍ଲ Kāshṭhamalla

  • ସଂ. ବି. (ମଧ୍ୟପଦଲୋପୀ; କାଷ୍ଠ+ମଲ୍ଲ) — କାଠର ପାତ୍ରବିଶେଷ — A kind of wooden vessel
  • ସଂ. ବି. (ମଧ୍ୟପଦଲୋପୀ; କାଷ୍ଠ+ମଲ୍ଲ) — ଶବଯାନ; କୋକେଇ; ମୁର୍ଦ୍ଦାରଖଟିଆ — Hearse; coffin; a wooden corpse-carrier