କାଷ୍ଠାଜୀବ Kāshṭhājība

  • ସଂ. ବିଣ. (ବହୁବ୍ରୀହି; କାଷ୍ଠ+ଆଜୀବ) — କାଠ କାଟିବା ଯାହାର ଜୀବିକା; କାଠୁରିଆ — Earning one's living by cutting wood
  • ସଂ. ବିଣ. (ବହୁବ୍ରୀହି; କାଷ୍ଠ+ଆଜୀବ) — କାଷ୍ଠାଜୀବ ଯେହ୍ନେ ବନେ ପୁଷ୍ପିତ ବିଂଶୁକେ। ରାଧାନାଥ, ମହାଯାତ୍ରା।