କାଷ୍ଠାମ୍ବୁବାହିନୀ Kāshṭhāmbubāhinī

  • ସଂ. ବି. ସ୍ତ୍ରୀ. (ମ. ପ. ଲୋ; କାଷ୍ଠ+ଅମ୍ବୁବାହିନୀ) — କାଷ୍ଠନିର୍ମିତ ଜଳସେଚନୀ; ସେଢ଼ୁଅ — A long and narrow grooved wooden ladle with handle used to throw out and sprinkle water on fields