କାର୍ଡ଼ Kārṟḍ̠
- ବୈଦେ. ବି (ଇଂ. କାର୍ଡ଼) — ପୋଷ୍ଟ କାର୍ଡ଼ — Post card
- ବୈଦେ. ବି (ଇଂ. କାର୍ଡ଼) — ଖେଳିବା ତାସ — Playing card
- ବୈଦେ. ବି (ଇଂ. କାର୍ଡ଼) — ନିମନ୍ତ୍ରଣ ପତ୍ର — Invitation card
- ବୈଦେ. ବି (ଇଂ. କାର୍ଡ଼) — ପ୍ରବେଶାନୁମତି ପତ୍ର — Addmission card
- ବୈଦେ. ବି (ଇଂ. କାର୍ଡ଼) — ଦର୍ଶନୀ କାର୍ଡ଼ — Visiting card