କାର୍ଟୁନ୍ Kārṭun

  • ବୈଦେ. ବି. (ଇଂ. କାରଟୁନ୍) — କୌଣସି ସୂଚନାପୂର୍ଣ୍ଣ ହାସ୍ୟୋଦ୍ଦୀପକ ରହସ୍ୟମୟ ବା ବିଦ୍ରୂପାତ୍ମକ ବେଢଙ୍ଗିଆ ଚିତ୍ର ଯାହା କୌଣସି ବ୍ଯକ୍ତି ବା ଘଟନାବିଶେଷକୁ ଲକ୍ଷ୍ୟ କରି ଚିତ୍ରିତ ବା ପ୍ରକାଶିତ ହୁଏ — Cartoon