କାର୍ଚୋବୀ Kārchobī

  • ବୈଦେ. (ଫା) ବି — କସୀଦାକାମ; ଛୁଞ୍ଚି ଦ୍ୱାରା ଲୁଗା ଉପରେ ଜରିର ଫୁଲ ବୁ଼ଟା ଆଦି କରିବା କର୍ମ — Needle work on cloth; embroidery work
  • ବିଣ — ଜରିର ଫୁଲ ଆଦି ଛୁଞ୍ଚି କାମ କରାଯାଇଥିବା (ଲୁଗା) — Embroidered (cloth)