କାର୍ତୁସ୍ Kārtus

  • ବୈଦେ. (ଇଂ) ବି. (ଇଂ. କାର୍ଟରିଜ୍ଜ୍; ପର୍ଟୁଗୀଜ—କାର୍ଟୁସ୍) — ବାରୁଦ ଗୁଳା ବା ଛରରାଭରା ଲମ୍ବ ନଳି ଯାହା ବ୍ରିଚ୍ ଲୋଡର ବନ୍ଧୁକରେ ପୂରାଯାଇ ଫଏର କରାଯାଏ — Cartridge