କାର୍ଣ୍ଣିସ୍ Kārṇṇis

  • ବୈଦେ. ବି. (ଇଂ) — କାର୍ନିଶ୍ (ଦେଖ) — Kārniṡ (See)
  • ବୈଦେ. ବି. (ଇଂ) — ଘର ଉପର ଭଙ୍ଗା କାର୍ଣ୍ଣିସ୍ମାନଙ୍କରେ ଓକିଲମାନେ ଯେପରି ଦର୍ପଣ ଆଲମାରିରେ ଆଇନପୋଥି ସଜାଡ଼ି ଦେଇ ତକିଆକୁ ଆଉଜି ମକେଲକୁ ଚାହିଁ ବସିଥାନ୍ତି—ଫକୀରମୋହନ, ଛମାଣଆଠଗୁଣ୍ଠ।