କାମ୍ୟ Kāmya

  • ସଂ. ବିଣ. (କମ ଧାତୁ ଣିଜନ୍ତ=କାମି ଧାତୁ= ବାଞ୍ଛାକରିବା+ କର୍ମ. ୟ) — ଈପ୍ସିତ; ବାଞ୍ଛିତ; ଅଭୀଷ୍ଟ — Wished for
  • ସଂ. ବିଣ. (କମ ଧାତୁ ଣିଜନ୍ତ=କାମି ଧାତୁ= ବାଞ୍ଛାକରିବା+ କର୍ମ. ୟ) — କମନୀୟ; ସୁନ୍ଦର — Lovely; amiable; pleasant
  • ସଂ. ବିଣ. (କମ ଧାତୁ ଣିଜନ୍ତ=କାମି ଧାତୁ= ବାଞ୍ଛାକରିବା+ କର୍ମ. ୟ) — ଅଭିଳଷଣୀୟ — Desirable
  • ସଂ. ବିଣ. (କମ ଧାତୁ ଣିଜନ୍ତ=କାମି ଧାତୁ= ବାଞ୍ଛାକରିବା+ କର୍ମ. ୟ) — ଯାହା କରିବା ନ କରିବା ମନୁଷ୍ୟର ଇଚ୍ଛା ଉପରେ ନିର୍ଭର କରେ — Optional
  • ସଂ. ବିଣ. (କମ ଧାତୁ ଣିଜନ୍ତ=କାମି ଧାତୁ= ବାଞ୍ଛାକରିବା+ କର୍ମ. ୟ) — ଅଭୀଷ୍ଟସିଦ୍ଧି ଉଦ୍ଦେଶ୍ୟରେ କରଣୀୟ — Proper to be done with an eye to a certain wished for result or benefit
  • ସଂ. ବିଣ. (କମ ଧାତୁ ଣିଜନ୍ତ=କାମି ଧାତୁ= ବାଞ୍ଛାକରିବା+ କର୍ମ. ୟ) — ଅଭୀଷ୍ଟ (କର୍ମ) — Wished for (act)