କାମ୍ୟଧର୍ମ Kāmyadharma

  • ସଂ. ବି. (କର୍ମଧା; କାମ୍ୟ+ଧର୍ମ) — ଯେଉଁ ଧର୍ମାଚରଣ କରିବାକୁ ମନୁଷ୍ୟ ବାଧ୍ୟ ନୁହେ ଓ ଯାହା ମନୁଷ୍ୟ ଇଚ୍ଛା କଲେ କରି ପାରେ — Supererogatory or optional religious service