କାମ୍ୟକବନ Kāmyakabana
- ସଂ. ବି. ନାମ (କାମ୍ୟ+ କ+ ବନ) — ସରସ୍ୱତୀନଦୀତୀରସ୍ଥ ପୁରାଣବର୍ଣ୍ଣିତ ଅରଣ୍ୟ— ବିଶେଷ—(ଦ୍ୟୁତରେ ହାରି ପାଣ୍ଡବମାନେ ବହୁଦିନ ଏଥିରେ ବାସ କରିଥିଲେ ଓ ପରଶୁରାମ ଏହିଠାରେ ତପସ୍ୟା କରି ସିଦ୍ଧିଲାଭ କରିଥିଲେ — A forest near the Saraswatī river in ancient India mentioned in the Mahābhārata where the Pāṇḍaba brothers took up their abode during their sojourn for a considerable period
- ସଂ. ବି. ନାମ (କାମ୍ୟ+ କ+ ବନ) — [ଦ୍ର—ଏହା ଗୌତମ ଋଷିଙ୍କର ତପୋବନ ଥିଲା।]