କାମ୍ୟଦାନ Kāmyadāna

  • ସଂ. ବି ( 6 ଷ୍ଠୀ ବା 4 ର୍ଥୀ ତତ୍; କାମ୍ୟ+ ଦାନ) — କମନୀୟ ବସ୍ତୁର ଦାନ — Gift of a lovely article
  • ସଂ. ବି ( 6 ଷ୍ଠୀ ବା 4 ର୍ଥୀ ତତ୍; କାମ୍ୟ+ ଦାନ) — କାମନାହେତୁକ ଦାନ — A gift made in furtherance of a wish