କାମ୍ବୋଜ Kāmboja

  • ସଂ. ବି (କମ୍ବୋଜ=ଦେଶ ବିଶେଷ+ଜାତାର୍ଥେ ବା ସ୍ୱାର୍ଥେ ଅ) — କମ୍ବୋଜଦେଶୀୟ ଅଶ୍ୱ — Kathier pony
  • ସଂ. ବି (କମ୍ବୋଜ=ଦେଶ ବିଶେଷ+ଜାତାର୍ଥେ ବା ସ୍ୱାର୍ଥେ ଅ) — ପୁଲାଙ୍ଗ ଗଛ; ପୁନ୍ନାଗ ବୃକ୍ଷ — Mast wood; Alexandrian laurel; Calophyllum Inophyllum
  • ସଂ. ବି (କମ୍ବୋଜ=ଦେଶ ବିଶେଷ+ଜାତାର୍ଥେ ବା ସ୍ୱାର୍ଥେ ଅ) — ଗୁଜୁରାଟନିକଟସ୍ଥ ଦେଶବିଶେଷ — Country of Cambay in western India
  • ସଂ. ବି (କମ୍ବୋଜ=ଦେଶ ବିଶେଷ+ଜାତାର୍ଥେ ବା ସ୍ୱାର୍ଥେ ଅ) — ପ୍ରାଚୀନ ଯବନଜାତିବିଶେଷ — Name of a class of ancient Indian Mahomedans
  • ସଂ. ବି (କମ୍ବୋଜ=ଦେଶ ବିଶେଷ+ଜାତାର୍ଥେ ବା ସ୍ୱାର୍ଥେ ଅ) — [ଦ୍ର—ଏ ଜାତି ହିନ୍ଦୁକୁଶ ପର୍ବତରେ ବାସ କରୁଥିଲେ ଓ ଏମାନଙ୍କ ଦେଶରେ ଘୋଡ଼ା, ଛେଳି, କୁକୁର ଓ ମୂଷା ଲୋମର ଉତ୍କୃଷ୍ଟ ଶାଲ ମିଳୁଥିଲା; ଏହା ଆଧୁନିକ ପାମିର ଅଧିତ୍ୟକା; ସଗର ରାଜା ଏ ଜାତିର ଲୋକଙ୍କର ଶିରୋମୁଣ୍ଡନ କରିଥିଲେ।]
  • ସଂ. ବି (କମ୍ବୋଜ=ଦେଶ ବିଶେଷ+ଜାତାର୍ଥେ ବା ସ୍ୱାର୍ଥେ ଅ) — ଶ୍ୱେତ ଖଇର — Brown catechu