କାମାତୁର Kāmātura

  • ସଂ. ବିଣ.ପୁଂ. (ତୃତୀୟା ତତ୍; କାମ+ଆତୁର) — ଅତିଶୟ କାମ ଚେଷ୍ଟାଦ୍ୱାରା ବ୍ୟାକୁଳ; ସଙ୍ଗମ ଇଚ୍ଛା ଯୋଗୁଁ ଉଦ୍ବିଗ୍ନ — Love-sick; intoxicated by carnal desire; amorous; lustful