କାମାବଶାୟିତା Kāmābaṡāyitā

  • ସଂ. ବି. (କାମ+ଅବସାଯିନ୍; ଅବ+ସୋ ଧାତୁ +ଇନ୍+ଭାବେ. ତା) — ଇଶ୍ୱରଙ୍କର ଓ ଯୋଗୀମାନଙ୍କର ଐଶ୍ୱର୍ଯ୍ୟବିଶେଷ; ବାସନାଶକ୍ତି; ଆପଣାର ଇଚ୍ଛା ପୂର୍ଣ୍ଣ କରିବାର କ୍ଷମତା ବା ସିଦ୍ଧି) — An extraordinary power of God and great men to fulfil their wishes
  • ସଂ. ବି. (କାମ+ଅବସାଯିନ୍; ଅବ+ସୋ ଧାତୁ +ଇନ୍+ଭାବେ. ତା) — [ଦ୍ର— ଅଣିମାଦି ଅଷ୍ଟସିଦ୍ଧି ମଧ୍ୟରୁ ଏହା ଏକତମ।]
  • ସଂ. ବି. (କାମ+ଅବସାଯିନ୍; ଅବ+ସୋ ଧାତୁ +ଇନ୍+ଭାବେ. ତା) — ଇନ୍ଦ୍ରିୟନିଗ୍ରହ ଶକ୍ତି — The power of restraining one's senses