କାମାଗ୍ନିସଂଦୀପନ Kāmāgnisaṁdīpana

  • ସଂ. ବି. — କାମପ୍ରବୃତ୍ତିର ଉଦ୍ଦ୍ରେକକରଣ — Fanning of lust
  • ସଂ. ବିଣ — ଯେଉଁ ଔଷଧଦ୍ୱାରା କାମପ୍ରବୃତ୍ତି ବୃଦ୍ଧିପାଏ — Aphrodisiac (medicine)