କାମାନ୍ଧ Kāmāndha

  • ସଂ. ବିଣ. ପୁଂ. (ତୃତୀୟା ତତ୍; କାମ+ଅନ୍ଧ) — କାମାତୁର (ଦେଖ) — Kāmātura (See)
  • ସଂ. ବିଣ. ପୁଂ. (ତୃତୀୟା ତତ୍; କାମ+ଅନ୍ଧ) — କୋକିଳ (ଏହାର କୁହୁରବ କାମୋଦ୍ଦୀପକ ବୋଲି) — The Indian cuckoo