କାମାକ୍ଷୀ Kāmākshī

  • ସଂ. ବି. (ବହୁବ୍ରୀହି; କାମ= ଶୋଭନ+ଅକ୍ଷି) — କାମାଖ୍ଯା (ଦେଖ) — Kāmākhyā (See)
  • ସଂ. ବି. (ବହୁବ୍ରୀହି; କାମ= ଶୋଭନ+ଅକ୍ଷି) — ନଦୀବିଶେଷ — Name of a river
  • ସଂ. ବି. (ବହୁବ୍ରୀହି; କାମ= ଶୋଭନ+ଅକ୍ଷି) — କାମାକ୍ଷୀ ନଦୀ ବହଇ ଉତ୍ତର ପ୍ରଶସ୍ତେ—ସାରଳା ମହାଭାରତ ।
  • ସଂ. ବି. (ବହୁବ୍ରୀହି; କାମ= ଶୋଭନ+ଅକ୍ଷି) — ଦୁର୍ଗା; ଦେବୀବିଶେଷ — Goddess Durgā
  • ସଂ. ବି. (ବହୁବ୍ରୀହି; କାମ= ଶୋଭନ+ଅକ୍ଷି) — ଏତେ କହି ଅନ୍ତର୍ଦ୍ଧାନ ହୋଇଲେ କାମାକ୍ଷୀ—ପ୍ରାଚୀ, ରହସ୍ୟମଞରୀ।