କାଣ୍ଡପଟ Kāṇḍapaṭa

  • ସଂ. ବି. (କାଣ୍ଡ=ନିର୍ଜନ ସ୍ଥାନ+ପଟ=ବସ୍ତ୍ର; ତୁଳ; ତୁର୍କୀ କନାତ୍) — ଯବନିକା; ପରଦା — Cloth-screen; curtain
  • ସଂ. ବି. (କାଣ୍ଡ=ନିର୍ଜନ ସ୍ଥାନ+ପଟ=ବସ୍ତ୍ର; ତୁଳ; ତୁର୍କୀ କନାତ୍) — ତମ୍ବୁ; ରାଉଟି — Tent
  • ଦେ. ବି — ଗୋଟିଏ ଶର; ଏକପଟ କାଣ୍ଡ — A single arrow