କାଣ୍ଡଚାରୀ Kāṇḍachārī

  • ସଂ. ବିଣ. ପୁଂ. (କାଣ୍ଡ+ଚର ଧାତୁ+କର୍ତ୍ତୃ. ଇନ୍; 1 ମା. 1 ବ.) — ଯେଉଁ ପକ୍ଷୀମାନେ ବୃକ୍ଷର କାଣ୍ଡରେ ବିଚରଣ କରିନ୍ତି (ଯଥା, କାକାତୁଆ—ଟିଆ—ଜ୍ଞାନେନ୍ଦ୍ର) — (birds) Moving on the trunks of trees