କାଣ୍ଡଭାରତୀ Kāṇḍabhāratī

  • ସଂ. ବି. — ଶରମୁଣା — Quiver
  • ସଂ. ବି. — ଯୁଧିଷ୍ଟିର ବୋଇଲେ ହେ ନକୁଳ ଯାଅ କାଣ୍ଡ ଭାରତୀରେ ଜଳ ତ ଆଣିଦିଅ—କୃଷ୍ଣସିଂହ, ମହାଭାରତ, ବନ।