କାଣ୍ଡଭଗ୍ନ Kāṇḍabhagna
- ସଂ. ବି — (ବୌଦ୍ୟକ) ଆଘାତଦ୍ୱାରା ହାତ ବା ଗୋଡ଼ର ନଳି— ହାଡ଼ ଭାଙ୍ଗିଯିବା (ହି. ଶବ୍ଦସାଗର) — Fracture of the bone of the arm or leg
- ସଂ. ବି — [ଦ୍ର—ସୁଶ୍ରୁତ ଅନୁସାରେ ଅସ୍ଥିଭଙ୍ଗ 12 ପ୍ରକାରର ଯଥା— କର୍କଟ, ଅଶ୍ୱକର୍ଣ୍ଣ, ବିଚୂର୍ଣ୍ଣୀତ, ଅସ୍ଥିଚ୍ଛିଲ୍ଲିକା, ପିଚ୍ଚିତ, କାଣ୍ଡଭଗ୍ନ, ଅତିପତିତ, ମଜ୍ଜାଗତ, ସ୍ଫୁଟିତ, ବକ୍ର, ଛିନ୍ନ ଓ ଦ୍ୱିଧାକର।] — [ଦ୍ର—ସୁଶ୍ରୁତ ଅନୁସାରେ ଅସ୍ଥିଭଙ୍ଗ12ପ୍ରକାରର ଯଥା— କର୍କଟ, ଅଶ୍ୱକର୍ଣ୍ଣ, ବିଚୂର୍ଣ୍ଣୀତ, ଅସ୍ଥିଚ୍ଛିଲ୍ଲିକା, ପିଚ୍ଚିତ, କାଣ୍ଡଭଗ୍ନ, ଅତିପତିତ, ମଜ୍ଜାଗତ, ସ୍ଫୁଟିତ, ବକ୍ର, ଛିନ୍ନ ଓ ଦ୍ୱିଧାକର]