କାକୋଳି Kākoḻi

  • ସଂ. ବି. (କୁ=ଈଷତ+କଳ୍ ଧାତୁ=ଶଦ୍ଦ କରିବା+ କର୍ତ୍ତୃ. ଈ) — ଜ୍ୱରନାଶକ ସୁଗନ୍ଧ ଔଷଧବିଶେଷ — A sweet vegetable febrifuge
  • ସଂ. ବି. (କୁ=ଈଷତ+କଳ୍ ଧାତୁ=ଶଦ୍ଦ କରିବା+ କର୍ତ୍ତୃ. ଈ) — ସୂକ୍ଷ୍ମ ମଧୁର ଅସ୍ଫୁଟ ଧ୍ୱନି; କାକଳି — A sweet inarticulate tone