କାକୋଲୂକିକା Kākolūkīkā

  • ସଂ. ବି. (କାକ+ଉଲୂକ+କ+ସ୍ତ୍ରୀ. ଆ) — କାକ ଓ ପେଚକଙ୍କର ସ୍ୱାଭାବିକ ଶତ୍ରୁତା — The antipathy or natural enmity between the crow and the owl