କାକୋଳ Kākoḻa

  • ସଂ. ବି.—(କକ ଧାତୁ=ଚଞ୍ଚଳ ହେବା+କର୍ତ୍ତୃ. ଓଳ) — କୃଷ୍ଣବର୍ଣ୍ଣ ସ୍ଥାବର ବିଷ — A black non-animal poisonous substance
  • ସଂ. ବି.—(କକ ଧାତୁ=ଚଞ୍ଚଳ ହେବା+କର୍ତ୍ତୃ. ଓଳ) — ଦ୍ରୋଣ କାକ; ଡାମରା କାଉ — Raven; carrion crow
  • ସଂ. ବି.—(କକ ଧାତୁ=ଚଞ୍ଚଳ ହେବା+କର୍ତ୍ତୃ. ଓଳ) — ବନ୍ୟ ଶୂକର — A boar
  • ସଂ. ବି.—(କକ ଧାତୁ=ଚଞ୍ଚଳ ହେବା+କର୍ତ୍ତୃ. ଓଳ) — ସର୍ପ — A serpant
  • ସଂ. ବି.—(କକ ଧାତୁ=ଚଞ୍ଚଳ ହେବା+କର୍ତ୍ତୃ. ଓଳ) — କୁଲାଳ; କୁମ୍ଭାର — A potter
  • ସଂ. ବି.—(କକ ଧାତୁ=ଚଞ୍ଚଳ ହେବା+କର୍ତ୍ତୃ. ଓଳ) — କାକମାନଙ୍କଦ୍ୱାରା ପାପିମାନେ ଯେଉଁ ନରକରେ ଉତ୍ପୀଡ଼ିତ ହୁଅନ୍ତି — Part of hell (Where sinners are pecked at by ravens as punishment)
  • ସଂ. ବି.—(କକ ଧାତୁ=ଚଞ୍ଚଳ ହେବା+କର୍ତ୍ତୃ. ଓଳ) — କାକୋଳି (ଦେଖ) — Kākoḻi (See) (M.W.)