କାକୋଷ୍ଠକ Kākoshṭhaka

  • ସଂ. ବି. (କାକ+ଓଷ୍ଠ+କ; ଏକ କୁଆର ଥଣ୍ଟ ପରି ଆକୃତିରେ ବନ୍ଧା ଯିବାରୁ) — ମୂଳରୁ ମୋଟ ହୋଇ ଅଗଆଡ଼କୁ ସରୁ ହୋଇଥିବା କନାର ପଟୀ — A kind of bandage shaped like the beak of a crow