କାକ୍ଷୀବ Kākshība

  • ସଂ. ବି — ଶୋଭାଞ୍ଜନବୃକ୍ଷ; ସଜନା ଗଛ ଓ ଛୁଇଁ — The horse radish tree and its beans; Hyperanthera Moringa
  • ସଂ. ବି — ଗୌତମଙ୍କ ଔରସରେ ଶୂଦ୍ରାଗର୍ଭଜାତ ପୁତ୍ର — Name of the son of sage Ga̲u̲tama by a Ṡūdra woman