କଳ୍ପିତ Kaḻpita
- ସଂ. ବିଣ (କୃପ ଧାତୁ ଣିଜନ୍ତ=କଳ୍ପି ଧାତୁ+କର୍ମ. ତ) — ରଚିତ — Arranged; composed
- ସଂ. ବିଣ (କୃପ ଧାତୁ ଣିଜନ୍ତ=କଳ୍ପି ଧାତୁ+କର୍ମ. ତ) — ଉଦ୍ଭାବିତ — Contrived; imagined; fancied; invented; conceived
- ସଂ. ବିଣ (କୃପ ଧାତୁ ଣିଜନ୍ତ=କଳ୍ପି ଧାତୁ+କର୍ମ. ତ) — କଳ୍ପନା ସମ୍ଭୂତ; ଆନୁମାନିକ; ଅବାସ୍ତବ — Imaginary; fictitious
- ସଂ. ବିଣ (କୃପ ଧାତୁ ଣିଜନ୍ତ=କଳ୍ପି ଧାତୁ+କର୍ମ. ତ) — ସଂପାଦିତ — Accomplished; done; made
- ସଂ. ବିଣ (କୃପ ଧାତୁ ଣିଜନ୍ତ=କଳ୍ପି ଧାତୁ+କର୍ମ. ତ) — ସଜ୍ଜିତ — Fitted; equipped; arranged; fashioned
- ସଂ. ବିଣ (କୃପ ଧାତୁ ଣିଜନ୍ତ=କଳ୍ପି ଧାତୁ+କର୍ମ. ତ) — ଦତ୍ତ — Given away
- ସଂ. ବିଣ (କୃପ ଧାତୁ ଣିଜନ୍ତ=କଳ୍ପି ଧାତୁ+କର୍ମ. ତ) — ଆରୋପିତ — Put on; fixed on; manipulated
- ସଂ. ବିଣ (କୃପ ଧାତୁ ଣିଜନ୍ତ=କଳ୍ପି ଧାତୁ+କର୍ମ. ତ) — ନିଶ୍ଚିତ; ଅବଧାରିତ — Ascertained; settled; arrived at
- ସଂ. ବି — ଆରୋହଣାର୍ଥ ସଜ୍ଜିତ ହସ୍ତୀ — Fully equipped elephant