କଳ୍ପାନ୍ତ Kaḻpānta

  • ସଂ. ବି ( 6 ଷ୍ଠୀ ତତ୍; କଳ୍ପ+ଅନ୍ତ) — କଳ୍ପକାଳର ଅବସାନ; ଯୁଗାନ୍ତ — The end of time; end of a Kaḻpa
  • ସଂ. ବି ( 6 ଷ୍ଠୀ ତତ୍; କଳ୍ପ+ଅନ୍ତ) — ନିଶାରମଣ କର, କଳିକାକଣ ତୋର, ହୋଇଯିବ କଳ୍ପାନ୍ତ କାଳ ଖରା — କବିସୂର୍ଯ୍ୟ, କିଶୋରୀଚମ୍ପୂ, ନ ଗୀତ