କଳ୍ପିବା Kaḻpibā
- ଦେ. କ୍ରି. (ପଦ୍ଯ) (ସଂ. କଳ୍ପ ଧାତୁ) — ରଚନା କରିବା — To arrange; to compose
- ଦେ. କ୍ରି. (ପଦ୍ଯ) (ସଂ. କଳ୍ପ ଧାତୁ) — ଅନୁମାନ ବା କଳ୍ପନାଦ୍ୱାରା ପ୍ରତିଷ୍ଠା କରିବା — To set up a thing by imagination; to devise
- ଦେ. କ୍ରି. (ପଦ୍ଯ) (ସଂ. କଳ୍ପ ଧାତୁ) — କଳ୍ପନା କରିବା (ଦେଖ) — Kaḻpanā karibā (See)
- ଦେ. କ୍ରି. (ପଦ୍ଯ) (ସଂ. କଳ୍ପ ଧାତୁ) — ଆକାଙ୍କ୍ଷା କରିବା — To desire; to wish
- ଦେ. କ୍ରି. (ପଦ୍ଯ) (ସଂ. କଳ୍ପ ଧାତୁ) — ମୋହ ନିମିତ୍ତେ ଭିକ୍ଷା ଅନ୍ନ, ବହୁତ କଳ୍ପେ ତାର ମନ। ଜଗନ୍ନାଥ, ଭାଗବତ।
- ଦେ. କ୍ରି. (ପଦ୍ଯ) (ସଂ. କଳ୍ପ ଧାତୁ) — ନିର୍ମାଣ କରିବା — To build; to construct
- ଦେ. କ୍ରି. (ପଦ୍ଯ) (ସଂ. କଳ୍ପ ଧାତୁ) — ବାର ମଧ୍ୟେ ପୁର ସୁର ଶିଳ୍ପୀ ଯେ, ବାରସ୍ପତି ଲକ୍ଷ କରି କଳ୍ପି ଯେ। ଭଞ୍ଜ, ବୈଦେହୀଶବିଳାସ।
- ଦେ. କ୍ରି. (ପଦ୍ଯ) (ସଂ. କଳ୍ପ ଧାତୁ) — ତୁଳନା କରିବା — To compare
- ଦେ. କ୍ରି. (ପଦ୍ଯ) (ସଂ. କଳ୍ପ ଧାତୁ) — ଏଣୁ କଳ୍ପନ୍ତି ସାଧୁଜନ, ମଳୟେ ଯେସନେ ଚନ୍ଦନ। ଜଗନ୍ନାଥ, ଭାଗବତ।
- ଦେ. କ୍ରି. (ପଦ୍ଯ) (ସଂ. କଳ୍ପ ଧାତୁ) — ମନରେ ସ୍ଥିର କରିବା — To settle; to resolve
- ଦେ. କ୍ରି. (ପଦ୍ଯ) (ସଂ. କଳ୍ପ ଧାତୁ) — କୃଷ୍ଣ ବିଷୟେ ଦୃଢ଼ ମନ, କଳ୍ପିଲା ଉତ୍ତରା ନନ୍ଦନ। ଜଗନ୍ନାଥ, ଭାଗବତ।
- ଦେ. କ୍ରି. (ପଦ୍ଯ) (ସଂ. କଳ୍ପ ଧାତୁ) — ଜନ୍ମ କରିବା; ସନ୍ତାନ ଉତ୍ପାଦନ କରିବା — To beget